17.1 C
Bhubaneswar
Saturday, February 14, 2026
Homeଓଡିଶାଭତ୍ତା ଜାଲିଆତିର ଗୁମର ଖୋଲିଲା

ଭତ୍ତା ଜାଲିଆତିର ଗୁମର ଖୋଲିଲା

ଭୁବନେଶ୍ୱର: ସାମ୍ନାକୁ ଆସିଲା ଭତ୍ତା ଜାଲିଆତିର ଗୁମର । ବିଧାନସଭାରେ ତଥ୍ୟ ରଖିଲେ ରାଜ୍ୟ ସରକାର । ଯାଜପୁରରେ ୮୯୪ ଜଣ ଜାଲିଆତି କରି ପାଇଛନ୍ତି ଭତ୍ତା । କେନ୍ଦ୍ରପଡାରେ ପାଇଛନ୍ତି ୬୫ ଜଣ । ଜାଲିଆତି କରିଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର । ଉତ୍ତର ରଖିଲେ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking