22.1 C
Bhubaneswar
Saturday, February 14, 2026
Homeଓଡିଶା'ହେ ସୌଦାଗର, ତୋ ବାକ୍ୟ ତୁ ରକ୍ଷା କର': ଗଣେଶ୍ୱର

‘ହେ ସୌଦାଗର, ତୋ ବାକ୍ୟ ତୁ ରକ୍ଷା କର’: ଗଣେଶ୍ୱର

ଭୁବନେଶ୍ୱର:ଗୃହରେ ଉଠିଲା ସ୍କୁଲ ବନ୍ଦ ପ୍ରସଙ୍ଗ ଏହି ପ୍ରସଙ୍ଗ ରେ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ, ସରକାର ଦେଇଥିବା ପ୍ରତିଶ୍ତୁତିକୁ ପାଳନ କରିବାକୁ ବିରୋଧୀ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି| ଏଥିସହ ବିରୋଧୀ କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେପି କହିଲା ସରକାରକୁ ଆସିଲେ ସବୁ ବନ୍ଦ ସ୍କୁଲ ଖୋଲିବେ ହେଲେ ସରକାରକୁ ଆସିବା ପରେ କହିଲେ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି | ( ‘ହେ ସୌଦାଗର, ତୋ ବାକ୍ୟ ତୁ ରକ୍ଷା କର’ )ସରକାରଙ୍କ କ୍ଷମତା ନାହିଁ ଶୁଣିବାକୁ ମିଳିଛି, ହାଇକୋର୍ଟ ଫଇସଲା ଶୁଣାଇଛନ୍ତି | ଏବେ ସରକାର ପୁଣି କେମିତି କହୁଛନ୍ତି ଯେ ବନ୍ଦ ଥିବା ୬୪୧୯ ସ୍କୁଲ ଖୋଲିବାର ପ୍ରସ୍ତାବ ଆସିଲେ, ପଦକ୍ଷେପ ନିଆଯିବ  | ଏହା ଅବିଚାରିତ ନିଷ୍ପତ୍ତି ଥିଲା,  ଘୋଷଣା କରୁଛନ୍ତି, କାର୍ଯ୍ୟକାରୀ କରିବାରେ କୁଣ୍ଠା  | ଯାହା କହୁଛନ୍ତି, ସରକାର ତାହା କରନ୍ତି ନାହିଁ  | ସରକାର ଏହାକୁ ଗୁରୁତର ସହ ବିଚାର କରନ୍ତୁ  | ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking