19.1 C
Bhubaneswar
Wednesday, February 11, 2026
Homeଓଡିଶାଖୁଣ୍ଟରେ ପିଟିହେଲା ବାଇକ: ୨ ମୃତ

ଖୁଣ୍ଟରେ ପିଟିହେଲା ବାଇକ: ୨ ମୃତ

ଜଗତସିଂହପୁର: ନୂଆପଡା ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଖୁଣ୍ଟରେ ପିଟି ହେଲା ବାଇକ । ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ଗୁରୁତରଙ୍କୁ କଟକ ଇଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking