ବାସୁଦେବପୁର: ପାରିବାରିକ କଳହର କରୁଣ ପରିଣତି । ପୁଅର ମାଡରେ ଗୁରୁତର ବାପାଙ୍କ ମୃତ୍ୟୁ । ବାସୁଦେବପୁର ମେଡିକାଲରେ ମୃତ ଘୋଷଣା । କସିଆ ସାମୁଦ୍ରିକ ଥାନା ଗୋପବନ୍ଧୁନଗର ଗାଁର ଘଟଣା । ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସ ତଦନ୍ତ ଜାରି ।