20.1 C
Bhubaneswar
Monday, February 9, 2026
Homeଓଡିଶାପୁଣି ଧକ୍କା ଦେଲା ମୋ ବସ

ପୁଣି ଧକ୍କା ଦେଲା ମୋ ବସ

କଟକ : ମୋ ବସ ଧକ୍କାରେ  ପରିବା ବ୍ୟବସାୟୀ ଆହତ ହୋଇଛନ୍ତି । କଟକ ମଲା ଚଣ୍ଡିଆ ଛକ ନିକଟରେ ଦୁର୍ଘଟଣା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ। ତିନି ଦିନ ତଳେ ଭୁବନେଶ୍ବର ନନ୍ଦନ କାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକାର ହୋଇଥିବା ମୃତ୍ୟୁ । ଆଉ ଏବେ ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛି ମୋ ବସ  । ପ୍ରଶ୍ନ ଉଠୁଛି, ବାରାମ୍ବାର ଏଭଳି ଦୁର୍ଘଟଣା ପରେ ବି କାହିଁକି ସତର୍କତା ଅବଲମ୍ବନ କରୁ ନାହାଁନ୍ତି ମୋ ବସ୍ ଚାଳକ। କାହିଁକି ଚୁପ୍ ବସିଛି କ୍ରୁଟ୍ କର୍ତ୍ତୃପକ୍ଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking