17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପିଲାଙ୍କ ହଲ ଯିବା ଉପରେ ଲାଗିଲା କଟକଣା

ପିଲାଙ୍କ ହଲ ଯିବା ଉପରେ ଲାଗିଲା କଟକଣା

ହାଇଦ୍ରାବାଦ : ପୁଷ୍ପା ୨ ସୋରେ ଅଘଟଣ ପରେ  ତେଲେଙ୍ଗାନା କୋର୍ଟ  କଠୋର ହୋଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନେ ଦିନ ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ହଲକୁ ଯାଇପାରିବେ ନାହିଁ । ସମସ୍ତ ସିନେମା ହଲ କର୍ତ୍ତୃପକ୍ଷ ଏସବୁ ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସିନେମା ହଲ ଯିବା ନେଇ ପିଲାଙ୍କ ଉପରେ କଟକଣା ଜାରି କରିଛନ୍ତି ତେବେ ଡିସେମ୍ବର ୪, ୨୦୨୪ ଦିନ ବିଗ୍ ବଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ସୋ’ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking