27.1 C
Bhubaneswar
Friday, March 14, 2025
Homeଓଡିଶାପିଆଜ ରସ କେଶକୁ ମଜଭୁତ ରଖେ : ଜାଣନ୍ତୁ କିପରି ..

ପିଆଜ ରସ କେଶକୁ ମଜଭୁତ ରଖେ : ଜାଣନ୍ତୁ କିପରି ..

ଭୁବନେଶ୍ୱର : ପିଆଜ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେଶର ମୁଳକୁ  ମଜବୁତ ରଖିଥାଏ । କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ ।  ପିଆଜ ତେଲ ଲଗାଇବା ଦ୍ୱାରା କେଶ ଭଲ ବୃଦ୍ଧି ହୋଇଥାଏ । ପିଆଜରେ ଥିବା  ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗାଲ  ଗୁଣ ଡାଣ୍ଡ୍ରଫକୁ ହ୍ରାସ  କରିଥାଏ ।  ଏହା ସହିତ କେଶକୁ ଚମକାଇଥାଏ । ସାମ୍ପୁ କରିବା ପୂର୍ବରୁ କେଶରେ ପିଆଜ ରସ ବ୍ୟବହାର କରନ୍ତୁ ।  ପିଆଜ ରସରେ ଥିବା  ଆଣ୍ଟି ଅକ୍ସିଡାଣ୍ଟ ଗୁଣ କେଶରେ ଥିବା ମଇଳା ଅଂଶକୁ ଦୂର କରେ ।

କିପରି କରିବେ ପିଆଜ ତେଲ ଜାଣନ୍ତୁ..
ପ୍ରଥମେ ଭଲ ଭାବରେ ପିଆଜକୁ  ଗ୍ରାଇଣ୍ଡର କରିବେ । ତାପରେ  ସଫା କପଡା ମାଧ୍ୟମରେ ରସ କୁ ଛାଣି ଅନ୍ୟ ପାତ୍ରରେ ରଖିବେ ।  ପିଆଜ ରସକୁ ନଡିଆ ତେଲରେ  ମିଶାଇ  ୧୫ରୁ ୨୦ ମିନିଟ ଫୁଟାଇବେ ।  ତାପରେ ଥଣ୍ଡା ହେବା ପରେ ମୁଣ୍ଡରେ ଲଗାଇଭେ । ଏଭଳୁ କରିବା ଦ୍ୱାରା କେଶ ଭଲ ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking