31.1 C
Bhubaneswar
Wednesday, February 11, 2026
Homeଓଡିଶାରାଜ୍ୟରେ ବଢିଛି ତାତି : ୩୦ ଡିଗ୍ରୀକୁ ଛୁଇଁଲା ୩୧ ସହର

ରାଜ୍ୟରେ ବଢିଛି ତାତି : ୩୦ ଡିଗ୍ରୀକୁ ଛୁଇଁଲା ୩୧ ସହର

ଭୁବନେଶ୍ୱର : ରାଜ୍ୟରେ ବଢିଛି ତାତି । ଭୀଷଣ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନବହୁଳ । ଭୁବନେଶ୍ବରରେ ଆଜି ତାପମାତ୍ରା ୩୩.୬ ଡିଗ୍ରି ରହିଥିଲା। ଆସନ୍ତା ୭ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ୩୧ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହି‌ଥିଲା। ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ୩୫.୬ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାରେ ୩୫.୨ ଡିଗ୍ରି ‌ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking