30.1 C
Bhubaneswar
Tuesday, February 10, 2026
Homeଓଡିଶାଟ୍ରକ ଓଲଟି ଚାଲିଗଲା  ଚାଳକଙ୍କ ଜୀବନ

ଟ୍ରକ ଓଲଟି ଚାଲିଗଲା  ଚାଳକଙ୍କ ଜୀବନ

ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲା  ପାଟଖଣ୍ଡ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଛକ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଏଥିରେ ଚାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଚାଉଳ ବୋଝେଇ ହୋଇ ଯାଉଥିବା ଏକ ଟ୍ରକରେ ଚାଉଳ ବୋଝେଇ ହୋଇ ଶନିବାର ମଧ୍ୟ ରାତ୍ରିରେ ଯାଉଥିଲା। ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଗ୍ରାମ ନିକଟରେ ଚାଉଳ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଟ୍ରକ ଓ ଚାଉଳରେ ଚାପି ହୋଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking