ନୂଆଦିଲ୍ଲୀ : ପ୍ରୋ ହକି ଲିଗ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ଦଳର ନେତୃତ୍ୱ ନେବେ ହରମନ ପ୍ରୀତ ସିଂ । ଟିମ ଇଣ୍ଡିଆରେ ୩ ଓଡିଆଙ୍କୁ ମିଳିଲା ସ୍ଥାନ । ଅମିତ ରୋହିଦାସ, ନୀଲମ ସଞ୍ଜିପ ଓ ଶୀଲାନନ୍ଦ ଲାକ୍ରା । ୧୫ ଫେବୃଆରୀରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।