14.1 C
Bhubaneswar
Monday, December 8, 2025
Homeଓଡିଶାସଫଳ ଉଦ୍ୟୋଗୀ ହେବା ପାଇଁ ହେଲେ ଦୃଢ ପ୍ରତିବଦ୍ଧତା ଦରକାର – ମୁଖ୍ୟମନ୍ତ୍ରୀ  

ସଫଳ ଉଦ୍ୟୋଗୀ ହେବା ପାଇଁ ହେଲେ ଦୃଢ ପ୍ରତିବଦ୍ଧତା ଦରକାର – ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର : ଉତ୍କର୍ଷ ଓଡିଶାର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ  ଉଦବୋଧନ ରଖିଛନ୍ତି । ନାରୀ ସଶକ୍ତିକରଣକୁ ପ୍ରଥମିକତା ଦିଆଯାଇଛି ।  କହିଛନ୍ତି , ନାରୀ ଶକ୍ତି ବନ୍ଧନ ବିଲ ଆଣିଛନ୍ତି ମୋଦୀ  ସରକାର । ଏହା ମହିଳାଙ୍କ ସ୍ୱରକୁ ସଂସଦରେ ପହଞ୍ଚାଇ ପାରିବ ।  ନାରୀ ସଶକ୍ତିକରଣ ଆମ ପାଇଁ  ସ୍ଲାଗାନ ନୁହେଁ ପ୍ରତିବଦ୍ଧତା । ସମୃଦ୍ଧ ଓଡିଶା ଗଠନ ଦିଗରେ  ସରକାର କାମ କରୁଛନ୍ତି । ସୁଭଦ୍ରାରୁ ମୁଦ୍ରା କାଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମହିଳା ସଶକ୍ତ ନେହେଲେ  ବିକାଶ ସମ୍ଭଭ ନୁହେଁ । ସୁଭଦ୍ରା ରେ ମିଳିଥିବା  ସହାୟତାକୁ   ନେଇ ମହିଳା ବ୍ୟବସାୟ କରୁଛନ୍ତି । ରାଜ୍ୟର ମହିଳାଙ୍କ ଲକ୍ଷପତି  ଦିଦି ହେବାରେ କେହି ବାଧକ  ହେବେ ନାହିଁ ।  ସଫଳ ଉଦ୍ୟୋଗୀ ହେବା ପାଇଁ ହେଲେ ଦୃଢ ଇଚ୍ଛା ଶକ୍ତି ଓ ପ୍ରତିବଦ୍ଧତା ଦରକାର । ଦକ୍ଷତା ବିକାଶ ପାଇଁ ଆଜି  ବହୁ ସଂସ୍ଥା  ଓଡିଶା  ସରକାର ସହ ଯୋଡି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking