22.1 C
Bhubaneswar
Thursday, February 12, 2026
Homeଓଡିଶାମଶା ପାଇଁ ମେୟରଙ୍କୁ ସମାଲୋଚନା

ମଶା ପାଇଁ ମେୟରଙ୍କୁ ସମାଲୋଚନା

ଭୁବନେଶ୍ୱର : ବିଏମସି ଅଞ୍ଚଳରେ  ମଶାଙ୍କ ପ୍ରାଦୁର୍ଭାବ ପ୍ରସଙ୍ଗରେ  ସମାଲୋଚନା କଲେ ମେୟର । ବିଜେପି  ନେତା ଜଗନ୍ନାଥ ପ୍ରଧାନ କଲେ ସମାଲୋଚନା । କହିଲେ ବିଏମସିର ମୁଖ୍ୟ  ହେଉଛନ୍ତି ମେୟର । ଲୋକଙ୍କୁ ମୋଳିକ ସୁବିଧା ଯୋଗାଇବା ତାଙ୍କ କର୍ତ୍ତବ୍ୟ । ଆଗରୁ ଧୂଆଁଗାଡି ବୁଲୁଥିଲା । ମଶା ତେଲ ପଡୁଥିଲା ଆଜି ଦେଖିବାକୁ ମିଳୁନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking