14.1 C
Bhubaneswar
Saturday, December 6, 2025
Homeଓଡିଶାପୋସ୍କୋ ଶିଳ୍ପ ପାଇଁ  ନିଷ୍ପତ୍ତି ହୋଇନି  : ସଜ୍ଜନ ଜିନ୍ଦଲ

ପୋସ୍କୋ ଶିଳ୍ପ ପାଇଁ  ନିଷ୍ପତ୍ତି ହୋଇନି  : ସଜ୍ଜନ ଜିନ୍ଦଲ

ଭୁବନେଶ୍ୱର : ଓଡିଶାରେ  ପୋସ୍କୋ ଶିଳ୍ପ ପାଇଁ  ନିଷ୍ପତ୍ତି ହୋଇନି   କହିଲେ  ସଜ୍ଜନ ଜିନ୍ଦଲ । ଜେଏସଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ଆଲୋଚନା ଚାଲିଛି କହିଲେ ସଜ୍ଜନ ଜିନ୍ଦଲ । ସେହିପରି ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧ ଲକ୍ଷ କୋଟି ନିବେଶ  କରିବ ବେଦାନ୍ତ । ଏନେଇ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking