17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଏଚଏମପିଭି ପରେ ଜିବିଏସ ଭୂତାଣୁ  : ଶହେରୁ ଅଧିକ ସଂକ୍ରମିତ , ୨ମୃତ

ଏଚଏମପିଭି ପରେ ଜିବିଏସ ଭୂତାଣୁ  : ଶହେରୁ ଅଧିକ ସଂକ୍ରମିତ , ୨ମୃତ

ପୁଣେ : ଏଚଏମପିଭି ପରେ ଏବେ ଚିନ୍ତା ବଢାଇଲାଣି  ଦୁଇଲେମ ବାରେ ସିଣ୍ଡ୍ରୋମ ।  ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଜୀବାଣୁ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ଲକ୍ଷଣ ସୃଷ୍ଟି କରିଥାଏ । ଯାହା ପରେ ଜିବିଏସ୍ ଆରମ୍ଭ ହୋଇଥାଏ। ଏହି ରୋଗ ଗମ୍ଭୀର ହୋଇପାରେ, କିନ୍ତୁ ଯଦି ଶୀଘ୍ର ଚିକିତ୍ସା କରାଯାଏ, ତେବେ ୯୫ ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ କ୍ୟାମ୍ପିଲୋବାକ୍ଟର ଜୀବାଣୁ ସାଧାରଣତଃ ସଂକ୍ରମିତ ମାଂସ, ବିଶେଷକରି ଚିକେନ୍ ଏବଂ ମଟନ୍ ରେ ଦେଖାଯାଏ । ଅଧିକାଂଶ ସମୟରେ ଅଳ୍ପ ରନ୍ଧା ମାଂସ, କ୍ଷୀର କିମ୍ବା ସଂକ୍ରମିତ ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ସଂକ୍ରମଣ ବ୍ୟାପିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking