28.1 C
Bhubaneswar
Friday, April 3, 2026
Homeଓଡିଶାନକଲି ସିମେଣ୍ଟ କାରଖାନା ଠାବ

ନକଲି ସିମେଣ୍ଟ କାରଖାନା ଠାବ

ଭୁବନେଶ୍ୱର : ଭୁବନେଶ୍ୱରରୁ ବାହାରକୁ ଯାଉଥିଲା ନକଲି ସିମେଣ୍ଟ ।  ବ୍ରାଣ୍ଡ କମ୍ପାନୀର  ପ୍ୟାକେଟକୁ ବ୍ୟବହାର କରି କରୁଥିଲେ ନେଣ– ଦେଣ ।  ଖବର ପାଇବା ପରେ   ନକଲି ସିମେଣ୍ଟ କାରଖାନାରେ  ରେଡ କରିଥିଲା  ବରଗଡ ଥାନା ପୋଲିସ । ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ପୋଲିସର ହୋସ୍ ଉଡିଯାଇଥିଲା । ବସ୍ତା ବସ୍ତା ନକଲି ସିମେଣ୍ଟ । ସିମେଣ୍ଟରେ ମିଶୁଥିଲା ପାଉଁଶ ଏବଂ ବାଲି । କମ ଦରରେ ବିକ୍ରି ହେଉଥିଲା ସିମେଣ୍ଟ । ବସ୍ତା ପିଛା ୨୦୦ଟଙ୍କା କମରେ ହେଉଥିଲା ବିକ୍ରି । କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking