26.1 C
Bhubaneswar
Thursday, March 26, 2026
Homeଓଡିଶା୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ

୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ

ଭୁବନେଶ୍ୱର: କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି। ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି।

ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର। କଟକ ୟୁପିଡିରେ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ରୁଜୁ ହୋଇଛି। କଟକ ୟୁପିରେ ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର। ଟ୍ବିନ୍‌ ସିଟିରେ ୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର ହୋଇଛି। ସେହିପରି ଟ୍ବିନ୍‌ସିଟିରେ ୨୦୨୩ରେ ୧୯,୪୧୦ ଓ ୨୦୨୪ରେ ୨୧,୬୧୩ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking