24.9 C
Bhubaneswar
Tuesday, April 7, 2026
Homeଓଡିଶାପ୍ରତିଶ୍ରୁତି ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ - ଆଇନ ମନ୍ତ୍ରୀ

ପ୍ରତିଶ୍ରୁତି ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ – ଆଇନ ମନ୍ତ୍ରୀ

ଭୁବନେଶ୍ୱର : ନୂଆବର୍ଷରେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ ରହିଛି । କହିଛନ୍ତି  ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଆମର ଲକ୍ଷ୍ୟ । ସବୁ ପ୍ରତିଶ୍ରୁତି ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛୁ । ଏହା ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ କହିଛନ୍ତି ଆଇନ ମନ୍ତ୍ରୀ ।  ପ୍ରତିଶ୍ରୁତି ପୂରଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ସଙ୍ଗଠନ ଓ ସରକାର ଭିତରେ  ସନ୍ତୁଳନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking