31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦକ୍ଷିଣ ବ୍ରାଜିଲର ଗ୍ରାମାଣ୍ଡେ ସହରରେ ରବିବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ଜଣଙ୍କର ମୃତ୍ୟୁ ହୋଇଛି। ବେସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଦୋକାନ ଉପରେ ପଡିଯିବାରୁ ୧୫ଜଣ ଆହତ ହୋଇଛନ୍ତି। ଆହତମାନେ ଧୂଆଁରେ ଶ୍ବାସରୁଦ୍ଧ ହୋଇ ଆହତ ହୋଇଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ କୋଠା ଉପରେ ପଡିଥିଲା ପରେ ଏହା ଏକ ଆସବାବପତ୍ର ବିକ୍ରି ଦୋକାନ ଉପରେ ପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking