14.1 C
Bhubaneswar
Saturday, December 6, 2025
Homeଓଡିଶାଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :  ୪୮ ଘଣ୍ଟା ଘନ କୁହୁଡି ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ରାଜ୍ୟରେ ୬ ଜିଲ୍ଲାରେ  ଘନ କୁହୁଡି ନେଇ  ଚେତାବନୀ  ରହିଛି । କୋରାପୁଟ , ରାୟଗଡା , କଳାହାଣ୍ଡି , କନ୍ଧମାଳ, କେନ୍ଦୁଝର , ଝାରସୁଗୁଡାରେ ଘନ କୁହୁଡି ହୋଇପାରେ । ଦୃଶ୍ୟମାନର ଦୂରତା ୫୦ରୁ ୨୦୦ ମିଟର  ରହିପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking