33.1 C
Bhubaneswar
Monday, February 23, 2026
Homeଓଡିଶାବାଲେଶ୍ୱରରେ ବିଜେପିର ପ୍ରତିବାଦ

ବାଲେଶ୍ୱରରେ ବିଜେପିର ପ୍ରତିବାଦ

ବାଲେଶ୍ୱର : ସଂସଦରେ ଠେଲାପେଲାକୁ ନେଇ ବାଲେଶ୍ୱରରେ ବିଜେପିର ପ୍ରତିବାଦ ଦେଖାଦେଇଛି । ସଂସଦରେ ପ୍ରତାପ ଷଡଙ୍ଗୀଙ୍କୁ  ଠେଲାପେଲା ପାଇଁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାହୁଲ ଗାନ୍ଧିଙ୍କ ଉପରେ ଆଇନଗତ କାଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।  ଏପଟେ  ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ପଦର୍ଶନ । ତେବେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଟାୱାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ  ମିଳିଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking