32.1 C
Bhubaneswar
Saturday, February 14, 2026
Homeଓଡିଶାଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେପଟେ ସିବିଆଇ ନିର୍ଦ୍ଦେଶକ ମଧ୍ୟ ପହଞ୍ଚିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ଆସି ପହଞ୍ଚିଛନ୍ତି। ସକାଳୁ ଏପର୍ଯ୍ୟନ୍ତ ତେଲେଙ୍ଗାନା ଡିଜିପି, ଆସାମ ଡିଜିପି, ପଣ୍ଡିଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପି ପ୍ରମୁଖ ପହଞ୍ଚିଥିବା ବେଳେ ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପିଙ୍କ ସମେତ ପିଏମଓ ଅଫିସର ବରିଷ୍ଠ ଅଧିକାରୀମାନେ ବି ଆସୁଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking