22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶରିଲାଏନ୍ସ ଡିଜିଟାଲ୍ ଆଣିଛି ସର୍ବୋତ୍ତମ ବ୍ଲାକ୍ ଫ୍ରାଇଡେ୍ ଡିଲ୍ସ

ରିଲାଏନ୍ସ ଡିଜିଟାଲ୍ ଆଣିଛି ସର୍ବୋତ୍ତମ ବ୍ଲାକ୍ ଫ୍ରାଇଡେ୍ ଡିଲ୍ସ

ମୁମ୍ବାଇ: କାଉଣ୍ଟ ଡାଉନ୍ ଶେଷ ହୋଇଛି ଏବଂ ରିଲାଏନ୍ସ ଡିଜିଟାଲର ବ୍ଲାକ୍ ଫ୍ରାଇଡେ୍ (ଶୁକ୍ରବାର) ସେଲ୍‌ସ ଏବେ ଶେଷରେ ଆମ ପାଖରେ ଆସି ପହଞ୍ôଚଛି, ଯାହା ବର୍ଷର ବହୁ ପ୍ରତୀକ୍ଷିତ ଡିଲ୍ ପ୍ରଦାନ କରିଥାଏ। ଗୁରୁବାର ଠାରୁ ଅର୍ଥାତ୍ ୨୮ା୧୧ ଠାରୁ ଡିସେମ୍ବର ୨, ୨୦୨୪ ପର୍ଯ୍ୟନ୍ତ, ଆପଣ ସ୍ମାର୍ଟଫୋନ୍‌, ଲାପଟପ୍‌, ଘର ଉପକରଣ, ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଏକ ପରିବ୍ୟାପକ ସମ୍ଭାର ରିଲାଏନ୍ସ ଡିଜିଟାଲ୍‌, ମାଇ ଜିଓ ଷ୍ଟୋରସ୍ ଏବଂ କ୍ଟଦ୍ଭକ୍ସରକ୍ଷସବଦ୍ଭମରୟସଶସଗ୍ଧବକ୍ଷ.ସଦ୍ଭରେ ବିଭିନ୍ନ ଅଫର୍ ସହିତ ପାଇପାରିବେ ଏବଂ ନିଜ ଟେକ୍ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିପାରିବେ ।
ଚଳିତ ବର୍ଷର ବିକ୍ରୟ ଆପଣଙ୍କୁ ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କ ଏବଂ ୱାନ୍‌କାର୍ଡରୁ ସିଲେକ୍ଟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରିଥାଏ। ଯେଉଁ ଉପଭୋକ୍ତାମାନେ କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଚୟନ କରୁଛନ୍ତି ସେମାନଙ୍କ ପାଇଁ, ଫାଇନାନ୍ସ ପାର୍ଟନର ବାଜାଜ ଫିନ୍‌ସର୍ଭ ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ୍ ସହିତ ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଭଳି ସୁବିଧା ଉପଲବ୍ଧ ରହିଛି। ବ୍ଲାକ୍ ଫ୍ରାଇଡେ ସେଲ୍‌ସ୍ ଭଳି ସୀମିତ ସମୟର ଅଫରଗୁଡିକ ଶେଷ ହେବା ପୂର୍ବରୁ ରିଲାଏନ୍ସ ଡିଜିଟାଲ୍‌କୁ ଯାଆନ୍ତୁ। ରିଲାଏନ୍ସ ଡିଜିଟାଲ୍ ଆପଣଙ୍କୁ ସର୍ବନିମ୍ନ ମୂଲ୍ୟରେ ଆପଲ୍ ଉତ୍ପାଦ କିଣିବାର ସମସ୍ତ କାରଣ ପ୍ରଦାନ କରୁଛି। ଆଇଫୋନ୍ ୧୬ ଭଳି ଫୋନ୍ ମାତ୍ର ୭୦,୯୦୦ ଟଙ୍କା ଭଳି ଏକ ଅବିଶ୍ୱାସନୀୟ ମୂଲ୍ୟରେ କିିଣନ୍ତୁ ଏବଂ ମାତ୍ର ମାସିକ ୧୩୭୧ ଟଙ୍କା ପ୍ରଦାନ ପୂର୍ବକ ଆଇପ୍ୟାଡ୍ ନିଅନ୍ତୁ। ରିଲାଏନ୍ସ ଡିଜିଟାଲରେ ଏକ ଆପଲ୍ ୱାଚ୍ କିଣ, ତୁମେ ଚାଲିବା ସମୟରେ ପଏଣ୍ଟ ଅର୍ଜନ କର, ଏବଂ ତୁମେ ନିର୍ଦ୍ଦିଷ୍ଟ ମାଇଲଖୁଣ୍ଟକୁ ଥରେ ଛୁଇଁବା ପରେ ଆପଲ୍ ୱାଚ୍ ମାଗଣାରେ ପାଇବାର ସୁଯୋଗ ପାଆନ୍ତୁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking