ଭୁବନେଶ୍ୱର: ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ବିଲ୍ଡିଂ ସଂସ୍ଥା ଜେଡ ଉପରେ ରେଡ କରାଯାଇଛି । ୧୧ଟି ସ୍ଥାନରେ ରେଡ କରୁଛି ଇଡି । ତାସହ ଜେଡ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ରେଡ କରାଯାଇଛି । ହେଲେ ଏଯାବତ ଜେଡ ବିଲ୍ଡିଂ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।