24.1 C
Bhubaneswar
Tuesday, February 10, 2026
Homeଓଡିଶାଡିଭାଇଡରରେ ପିଟିହୋଇ ୨ ଛାତ୍ର ମୃତ

ଡିଭାଇଡରରେ ପିଟିହୋଇ ୨ ଛାତ୍ର ମୃତ

ମୟୁରଭଞ୍ଜ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଇଂଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଠାକୁରମୁଣ୍ଡା ଥାନା ଦିଗିଧର ନିକଟରେ ବାଇକରେ ଯିବା ବେଳେ ମୃତ୍ୟୁ ହୋଇଛି ।ଏଭଳି ଅଘଟଣ ମୟୁରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ଥାନା ଦିଗିଧର ନିକଟରେ  ହୋଇଛି । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଜୀବନ ଯାଇଛି ୨ ଜଣ ଛାତ୍ରଙ୍କର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking