ଭୁବନେଶ୍ୱର: ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ । ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀ ମନ୍ଦିର ପ୍ରଶାସନକୁ ଜଣାଇଥିଲୁ । ଶ୍ରୀମନ୍ଦିର ପ୍ରଶାସନ ଭାବେ ଗଜପତି ମହାରାଜା ଚିଠି କରିଥିଲେ । ଗତକାଲି ସୁଦ୍ଧା ସ୍ନାନଯାତ୍ରା ଭଳି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି । ସେମାନେ ଆଉ କିଛି ଆୟୋଜନ କରିବେ ବୋଲି ଭାବୁନି । ଏଭଳି ସ୍ତିତିରେ ସରକାର ଚିଠି ଲେଖିବା ଉଚିତ ବୋଲି ମୁଁ ଭାବୁନି ।