20.1 C
Bhubaneswar
Tuesday, February 10, 2026
Homeଓଡିଶାଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: ମରାଇନ ଡ୍ରାଇଭ ରୋଡ ବେଲେଶ୍ୱରପାଟଣା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପେଣ୍ଠକଟା ମେରାଇନ ଥାନା ଦ୍ୱାରା ସବ ବ୍ୟବଚ୍ଛେଦ ହେଉଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ବ୍ୟକ୍ତି ଜଣକ ନୀଳ ରଙ୍ଗର ପ୍ୟାଣ୍ଟ, ଚେକ ସାର୍ଟ ଓ ଏକ କଳା ରଙ୍ଗର ବ୍ଲେଜର ପିନ୍ଧି ପଡ଼ିଥିଲେ। ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ। ତେବେ ବୟସ ୪୫ରୁ ୫୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରରେ ପେଣ୍ଠକଟା ମେରାଇନ ପୁଲିସ ମୃତଦେହ ଜବତ କରି ୧୧/୨୦୨୪ରେ ଏକ ମାମଲା ରୁଜୁ କରି ଆଜି ଅପରାହ୍ନ ୧ଟାରେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାରେ ଶବ ବ୍ୟବଛେଦ ଗୃହରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking