ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ । ଭୁବନେଶ୍ୱର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ । ବୈଠକରେ ପୋଲିସ ଡିଜି ଓ ଗୃହ ବିଭାଗ ଏସିଏସ୍ ଉପସ୍ଥିତ ।