ରାଜଗାଙ୍ଗପୁର : ଗୋଷ୍ଠୀ ସଂଘର୍ଷ : ମାର୍କେଟ ବନ୍ଦ । କୁତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳ ଯୋଗୁଁ କୁତ୍ରା ବଜାରରେ ସବୁ ଦୋକାନ ବନ୍ଦ । ୨/୩ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।