25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଶିବସେନା ନେତା ସଞ୍ଜୟ ରାଉତଙ୍କୁ ଜେଲ

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଜେଲ

ନୂଆଦିଲ୍ଲୀ : ମାନହାନି ମୋକଦ୍ଧମା ମାମଲାରେ ସଞ୍ଜୟ ରାଉତଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ସଞ୍ଜୟ ରାଉତଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି । ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ଏହି ମାନହାନୀ ମାମଲା କରିଥିଲେ । ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ସଞ୍ଜୟ କହିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking