26.1 C
Bhubaneswar
Sunday, December 28, 2025
Homeଓଡିଶାବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

କୋଣାର୍କ : ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ।  ମୃତକ ହେଉଛନ୍ତି ବଡମଠ ଗାଁର ଚିତ୍ରସେନ ରାଉତ  । ବିଲରୁ କାମ ସାରି ଘରକୁ ଫେରିବା ସମୟରେ ବଜ୍ରପାତରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସକାଳୁ ବିଲରେ କାମ କରିବା ପାଇଁ ଚିତ୍ରସେନ ନିଜ ଘରୁ ବିଲକୁ ଯାଇଥିଲେ । ବିଲରେ କାମ କରିବା ସେ ଘରକୁ ଆସିବା ସମୟରେ ପ୍ରବଳ ବର୍ଷା ଓ ବିଜୁଳି ଘଡଘଡି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବଜ୍ରପାତ କାରଣରୁ ପ୍ରଥମେ ସେ ମୂଚ୍ଛା ହୋଇଯାଇଥିଲେ ପରେ ତାଙ୍କୁ କିଛି ଲୋକ ନିକଟସ୍ଥ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ , ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଚିତ୍ରସେନଙ୍କ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking