ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବାତ ଆଇଆଇସି । ଭରତପୁର ଥାନାର ନିଲମ୍ବାତ ଆଇଆଇସି ଦୀନକୃଷ୍ଣ ମିଶ୍ର ହାଜର । ଦୀନକୃଷ୍ଣଙ୍କ ପଲିଗ୍ରାଫି ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କ୍ରାଇମବ୍ରାଞ୍ଚ ର ଆବେଦନ ପରେ ଏସଡିଜେଏମ କୋର୍ଟରେ ହାଜର ହେଲେ । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ଦେଲେ ଦୀନକୃଷ୍ଣ । ମିଛ କହୁନି, ସବୁ ପ୍ରକାର ପରୀକ୍ଷା ପାଇଁ ରାଜି ଥିବା ସେ କୋର୍ଟଙ୍କୁ ଜଣାଇଛନ୍ତି ା ବ୍ରେନ୍ ମ୍ୟାପିଂ, ନାର୍କୋ ଓ ପଲିଗ୍ରାଫି ଟେଷ୍ଟ ପାଇଁ ରାଜି ।