ଭୁବନେଶ୍ୱର : ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶଙ୍ଖ ଭବନରେ ଏକାଠି ହେବେ ସବୁ ବରିଷ୍ଠା ନେତା ଓ ଜିଲ୍ଲା ସଭାପତି । ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା । ଆଗକୁ ହେବାକୁ ଥିବା ପଦଯାତ୍ରା ସମ୍ପର୍କରେ ଆଲୋଚନା ହେବ । ଫୋକସରେ ରହିବ ନିର୍ବାଚନ ପରାଜୟ ପୋଷ୍ଟମର୍ଟର କାରଣ ଖୋଜା କମିଟି ଚୟନ ।