31.1 C
Bhubaneswar
Monday, September 23, 2024
Homeଓଡିଶାଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିକ୍ରିୟା

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅବସରପ୍ରାପ୍ତ ସେନା ଅଧିକାରୀ । ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିକ୍ରିୟା । କାର୍ଯ୍ୟାନୁଷ୍ଠାନ ନେଇ ସରକାର ଆଶ୍ୱାସନା ଦେଇଛନ୍ତି । ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ୬୦ ଦିନ ଭିତରେ ତଦନ୍ତ ଶେଷ ହେବ କହିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର କହିଛନ୍ତି । ପୀଡିତାଙ୍କ ପ୍ରତି କୌଣସି ଆଞ୍ଚ ଆସିବ ନାହିଁ କହିଛନ୍ତି । ଆମର କୌଣସି ଡିମାଣ୍ଡ ନାହିଁ, ପୀଡିତାଙ୍କୁ ନ୍ୟାୟ ଆମର ଦାବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking