29.1 C
Bhubaneswar
Saturday, September 21, 2024
Homeଓଡିଶାବ୍ରାଉନ୍ ସୁଗାର ଜବତ, ୨ ଗିରଫ

ବ୍ରାଉନ୍ ସୁଗାର ଜବତ, ୨ ଗିରଫ

ସାଲେପୁର : ବ୍ରାଉନ୍ ସୁଗାର ବେପାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାଲେପୁରରେ । ହରିଚନ୍ଦନପୁର ବ୍ୟାରେଜ୍ ନିକଟରୁ ବ୍ରାଉନ୍ ସୁଗାର ଜବତ କରାଯାଇଛି । ଖବର ପାଇ ଅବକାରୀ ବିଭାଗ ଟିମ୍ ଓ ପୋଲିସର ମିଳିତ ଚଢ଼ାଉ କରି ପ୍ରାୟ ୮୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking