30.1 C
Bhubaneswar
Friday, February 13, 2026
Homeଓଡିଶା୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି

୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି

ଭୁବନେଶ୍ୱର : ରାଜ୍ୟର ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୩୦ଟି ଷ୍ଟାଡିୟମ କାମ ଚାଲିଛି । ୧୦ଟିର କାମ ଆଦୌ କାମ ଆରମ୍ଭ ହୋଇନାହିଁ ।  ବ୍ଲକସ୍ତରୀୟ ଓପନ ଜିମ ୯୨ଟିରୁ ୬୨ଟି ହୋଇଛି । ୧୫ଟିର କାମ ଚାଲିଛି ।  ମିନି ଷ୍ଟାଡିୟମ ପାଇଁ ସାମଗ୍ରୀକ ଯୋଜନା ଦରକାର ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ୨୫ ଲକ୍ଷରେ ମିନି ଷ୍ଟାଡିୟମ ସମ୍ପୂର୍ଣ୍ଣ କରିବା ଚିନ୍ତା ନିର୍ବୋଧତା ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking