28.1 C
Bhubaneswar
Monday, December 15, 2025
Homeଓଡିଶା୩୦ ଆଇଏଏସଙ୍କୁ ମିଳିଲା ୩୦ ଜିଲ୍ଲା ଦାୟିତ୍ୱ

୩୦ ଆଇଏଏସଙ୍କୁ ମିଳିଲା ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ଏଣିକି ଗାଁ କୁ ଗାଁ ବୁଲିବେ ସରକାରୀ ଅଧିକାରୀ । ୩୦ ଆଇଏଏସଙ୍କୁ ମିଳିଛି ୩୦ ଟି ଜିଲ୍ଲା ଦାୟିତ୍ୱ । ସମସ୍ତ ଜିଲ୍ଲାର ଗାଁ କୁ ଗାଁ ବୁଲି କରିବେ ସରକାରୀ କାମର ତଦନ୍ତ । ସରକାରଙ୍କ ସମସ୍ତ ଯୋଜନା ଏବଂ କାର୍ଯ୍ୟ ସଠିକ୍ ଭାବେ ହେଉଛି କି ନାହିଁ ତାର ତଦାରଖ କରିବେ ୩୦ ଆଇଏଏସ ଅଧିକାରୀ । ସମସ୍ତ ବିଭାଗକୁ ଉନ୍ନୟନ କମିଶନରଙ୍କ ପକ୍ଷରୁ ଚିଠି ପଠାଯାଇଛି ।

ନୂଆଁଖାଇ ଉପଲକ୍ଷେ ସୋମବାର ସ୍କୁଲ ଛୁଟି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking