18.1 C
Bhubaneswar
Friday, December 19, 2025
Homeଓଡିଶାଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରପଞ୍ଚଙ୍କ କ୍ଷମତାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି।ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରୁଛନ୍ତି ସରକାର।

ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ସମୟରେ ପୂର୍ବ ସରକାର ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ କ୍ଷମତା ଦେଇଥିଲେ। କିନ୍ତୁ ନବୀନ ପଟ୍ଟନାୟକ ସରକାରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରି ପ୍ରତ୍ୟାବର୍ତ୍ତନ କରି ନେଇଥିଲେ। ତାଙ୍କୁ ତାଙ୍କ ଅଧିକାର ବି ଦିଆ ଯାଉ ନଥିଲା। ଅଫିସର କାର୍ଯ୍ୟ କରିଥିଲେ।

କିନ୍ତୁ ଏ ମୋହନ ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତାର ଅଧିକାରୀ। ଆଦିବାସୀ ଏଥିରେ ଉପକୃତ ହେବେ। ଖୁବ୍ ଶୀଘ୍ର ରାଜ୍ୟରେ ଆମ ସରକାର ପେଶା ଆଇନ ଲାଗୁ କରିବାକୁ ଯାଉଛନ୍ତି। ସରପଞ୍ଚଙ୍କର ଥିବା ୨୨ଟି କ୍ଷମତା ହିଁ ସେ ପ୍ରୟୋଗ କରି କାର୍ଯ୍ୟକାରୀ ପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking