21.1 C
Bhubaneswar
Friday, December 19, 2025
Homeଓଡିଶାପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଇପିଏସ୍ ଅରୁଣ ବ୍ରୋଥା ସାକ୍ଷୀ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଇପିଏସ୍ ଅରୁଣ ବ୍ରୋଥା ସାକ୍ଷୀ

ପାଟଣାଗଡ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ନୂଆ ମୋଡ । ସାମ୍ନାକୁ ଆସିଛି ନୂଆ ତଥ୍ୟ । ପାଟଣାଗଡ ଏଡିଜେ କୋର୍ଟରେ ଆଇପିଏସ୍ ଅରୁଣ ବ୍ରୋଥାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାମଲାରେ ସାକ୍ଷ୍ୟ ଦେବା ପାଇଁ କୋର୍ଟ ପହଞ୍ଚଛନ୍ତି ଅରୁଣ ବ୍ରୋଥା । ବୋମା ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଙ୍କ ହୋଇଥିଲା ମୃତ୍ୟୁ । ଘଟଣାର ତଦନ୍ତ କରୁଥିଲେ ଅରୁଣ ବ୍ରୋଥା । ୨୦୧୮ରେ ଘଟିଥିବା ମାମଲାରେ ନ୍ୟାୟ ଆଶାରେ ପରିବାର ।

 

 

 

 

 

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking