28.1 C
Bhubaneswar
Thursday, May 7, 2026
Homeଓଡିଶାଦୁର୍ନୀତିକୁ ସହ୍ୟ କରାଯିବନି : ଜଷ୍ଟିସ ଅରଜିତ ପଶାୟତ

ଦୁର୍ନୀତିକୁ ସହ୍ୟ କରାଯିବନି : ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର : ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ସୂଚନା । ଦୁର୍ନୀତିକୁ କେବେ ବି ସହ୍ୟ କରାଯିବନି । ଅନଲାଇନ ଗ୍ୟାମ୍ବଲିଂ ବହୁତ ବିପଦପୂର୍ଣ୍ଣ । ଯୁବପିଢି ଏଥିରୁ ଦୂରେଇ ରୁହନ୍ତୁ । ସରକାରୀ ଅଧିକାରୀ ନିଜ କାମ ଠିକରେ କରନ୍ତୁ । ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇ ଯାଞ୍ଚ ହେବ । ଜମଙ୍କୁ ଭିଜିଲାନ୍ସ ଧରିଲେ ଇଡି, ଆଇଡି ମଧ୍ୟ ଯାଞ୍ଚ କରିବ । ରାଜ୍ୟରେ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଛି ।

ଆଳୁ ମିସନ ଫେଲ; କାରଣ କହିଲେ ଉପମୁଖ୍ୟମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking