27.8 C
Bhubaneswar
Wednesday, June 24, 2026
Homeଓଡିଶାଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଗଞ୍ଜାମ : ଚୋର ମାନେ ଏବେ ଅଭିନବ ଉପାୟରେ ଚୋରି କରୁଛନ୍ତି । ସେହିପରି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ଗୋପାଳପୁର ଥାନା ଇଲାକାରେ । ଶୁକ୍ରବାର ବିଳମ୍ବିତ ରାତିରେ ରଙ୍ଗେଇଲୁଣ୍ଡା ଗାଁ‌ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ରଙ୍ଗେଈଲୁଣ୍ଡା ଗାଁର ଡ଼ି. କୃଷ୍ଣ ଚନ୍ଦ୍ର ପାତ୍ର ଗତ ରବିବାର କୌଣସି ଏକ କାମରେ ପରିବାର ସହ ବିଶାଖାପାଟଣା ଯାଇଥିଲେ। ରାତିରେ ତାଲା ବନ୍ଦ ଥିବା ଦେଖି କିଛି ଦୁର୍ବୁତ୍ତ ଟଙ୍କା, ସୁନା ଗହଣା ଏବଂ ଅନେକ ମୂଲ୍ୟବାନ୍ ସାମଗ୍ରୀ ଲୁଟି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ପୁଲିସ ଏବଂ ସାଇଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking