26.1 C
Bhubaneswar
Thursday, April 2, 2026
Homeଓଡିଶାଆଳୁ ଆସୁନି, ଦର ବଢୁଛି

ଆଳୁ ଆସୁନି, ଦର ବଢୁଛି

ଭୁବନେଶ୍ୱର : ରାଜ୍ୟରେ ହୁହୁ ହୋଇ ବଢୁଛି ଆଳୁଦର । ବଜାରରେ ଆଳୁ ଦର ହେଲାଣି ଆକଶଛୁଆ । ପଶ୍ଚିମବଙ୍ଗରୁ ଆଉ ଓଡିଶା ଆସୁନି ଆଳୁ । ଲକ୍ଷ୍ମଣନାଥ ଟୋଲ ଗେଟ୍ରେ ଅଟକିଛି ଗାଡି । ଶହଶହ ଗାଡି ଟୋଲ୍ ଗେଟ୍‌ରେ ଅଟକି ରହିଛି । ଆଳୁ ଟ୍ରକ ଛାଡିବାକୁ ନିର୍ଦ୍ଦେଶ ନଥିବା ସୂଚନା । ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking