ଯାଜପୁର : ରକାର ଗଠନ କରିବା ପରଠୁ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଆସୁଛନ୍ତି । ବିଭିନ୍ନ ବିଭାଗ ଏବେ ଆକ୍ଟିଭ ମୋଡରେ । ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳାରେ ଖଣିବିଭାଗ ପକ୍ଷରୁ ଚଢଉ କରାଯାଇଛି । ଧର୍ମଶାଳାରେ ଥିବା ବିଭିନ୍ନ ଖଣିଖାଦାନରେ ବିଭାଗ ପକ୍ଷରୁ ରେଡ କରାଯାଇଛି । ଲୁଣିବର, ଚଢେ଼ଇଧରା ଓ ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଖଣି ବିଭାଗ ପକ୍ଷରୁ ଚଢଉ କରାଯାଇଛି ।
ବ୍ରାହ୍ମଣବୈଷ୍ଣବ ସମ୍ପ୍ରଦାୟର କୂଳଦେବତା ନଟବର ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା










