ପୁରୀ : ଆରମ୍ଭ ହେଲାଦେବୀ ସୁଭଦ୍ରାଙ୍କ ପହଣ୍ଡି ।ସୁଭଦ୍ରାଙ୍କ ପହଣ୍ଡି ବିଜେ ବେଳେ ରଥରେ ଥିଲେ ଅଣସେବାୟତ । ଅଣସେବାୟତଙ୍କୁ ରଥ ଉପରେ ଦେଖି ହାତ ଟାଣି ଆଣିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତେବେ ପ୍ରଶ୍ନ ଉଠୁଛି ଯଦି ରଥ ଉପରକୁ ଅଣସେବାୟତଙ୍କୁ ଚଢ଼ିବାକୁ ବାରଣ କରାଯାଇଥିଲା ତେବେ କିପରି ସେହି ଅଣସେବାୟତ ରଥ ଉପରକୁ ଉଠିଥିଲେ ।









