21.1 C
Bhubaneswar
Tuesday, February 3, 2026
Homeଓଡିଶାଆଜିଠୁ ସ୍ୱାଭାବିକ ହେଲା ସ୍କୁଲ

ଆଜିଠୁ ସ୍ୱାଭାବିକ ହେଲା ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ସ୍ୱାଭାବିକ ହୋଇଛି ସ୍କୁଲ। ସ୍କୁଲ ଖୋଲାଯାଇ ସକାଳ ୧୦ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏଁ କ୍ଲାସ୍‌‌ ହେବ। ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତି ଛାଡିଥିଲେ ରାଜ୍ୟ ସରକାର। ପାଗରେ ପରିବର୍ତ୍ତନ ହେବାରୁ ସୋମବାରଠାରୁ ସ୍ୱାଭାବିକ ଭାବେ ସମସ୍ତ ସ୍କୁଲ ଖୋଲାଯାଇଛି। ସୂଚନା ଯୋଗ୍ୟ ପୂର୍ବରୁ ସମସ୍ତ ସ୍କୁଲ ଖୋଲା ଯାଇଥିବାବେଳେ କିଛି ଜିଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଉପରେ ନଜର ରଖି ସ୍କୁଲ ଛୁଟି ଘୋଷଣା ହୋଇଥିଲା। ତେବେ ସାରା ରାଜ୍ୟକୁ ମୌସୁମୀ ଛୁଇଁବା ସହ ଏବେ ଖରା କମିଥିବାରୁ ଆଜିଠୁ ସ୍ୱାଭାବିକ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking