34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୨ୟ ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ସମ୍ମିଳନୀ

୨ୟ ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ସମ୍ମିଳନୀ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏଠାରେ ଚାଲିଥିବା ଦ୍ୱିତୀୟ ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ସମ୍ମିଳନୀକୁ ଭର୍ଚୁଆଲ ପ୍ଲାଟଫର୍ମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ବର୍ଷକ ମଧ୍ୟରେ ଗ୍ଲୋବାଲ ସାଉଥ୍‌ର ଦୁଇଟି ସମ୍ମିଳନୀ ଆୟୋଜିତ ହେବା ବିଶ୍ୱ ପାଇଁ ବଡ ବାର୍ତ୍ତା । ଗ୍ଲୋବାଲ ସାଉଥ୍ ତାହାର ସ୍ୱାଧିନତା ଚାହୁଁଛି । ଜି-୨୦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ଭାରତ ଗ୍ଲୋବାଲ ସାଉଥ୍‌ର ସ୍ୱରକୁ ଏଜେଣ୍ଡାରେ ରଖିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ ।

ପ୍ରଥମ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ଦିଆଯାଇଥିବା କେତେକ ପ୍ରତିଶ୍ରୁତି ପୂରଣ ହୋଇପାରିଥିବାରୁ ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି । ଉକ୍ତ ସମ୍ମିଳନୀରେ ଲାଟିନ ଆମେରିକାଠାରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ଦେଶ ଅଂଶଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking