27.1 C
Bhubaneswar
Saturday, July 12, 2025
Homeଓଡିଶା୯୫% ଲୋକେ ସ୍କିମ ଜାଣି ନାହାନ୍ତି: ରାଜ୍ୟପାଳ

୯୫% ଲୋକେ ସ୍କିମ ଜାଣି ନାହାନ୍ତି: ରାଜ୍ୟପାଳ

ଭୁବନେଶ୍ୱର: ସାଇବର ଅପରାଧ ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଉଦବେଗ ପ୍ରକାଶ କରିଛନ୍ତି । ରାଜଭବନ କର୍ମଶାଳାରେ ରାଜ୍ୟପାଳ ସମୀକ୍ଷା କରିଛନ୍ତି । କହିଛନ୍ତି, ଓଡିଶାରେ ସାଇବର ଅପରାଧ ଉପରମୁହାଁ ହୋଇଛି । ରାଜ୍ୟର ୯୫ ପ୍ରତିଶତ ଲେକେ ବିଭିନ୍ନ ସରକାରୀ ସ୍କିମ ସୁବିଧା ଜାଣି ନାହାନ୍ତି । ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ ନେଇ ଅବଗତ ଅଛନ୍ତି । ଜିଲ୍ଲା ସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି ଅଫିସର ବି ଜାଣିନାହାନ୍ତି । ଏପରିକି ଏଲିଟ ବର୍ଗର ଲୋକ ବି ଜାଣି ନାହାନ୍ତି । ଦେଶରେ ବଢିବା ସହ ରାଜ୍ୟରେ ବି ବଢୁଛି । ବର୍ଷକରେ ଲୁଟି ନେଲେଣି ୪ ଶହ କୋଟିରୁ ଅଧିକ । ସାଢେ ୬ ଲକ୍ଷ ଲୋକଙ୍କ ଉପରେ ଫିଙ୍ଗିଛନ୍ତି ଜାଲ । ବୟସ୍କଙ୍କ ଉପରେ ସାଇବର ଲୁଟେରାଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking