25.1 C
Bhubaneswar
Saturday, February 14, 2026
Homeଓଡିଶା୯ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

୯ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ସୁବର୍ଣ୍ଣପୁର : ତରଭା ପୁଲିସକୁ ଶୁକ୍ରବାର ମିଳିଛି ବଡ ସଫଳତା । ୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହଜଣଙ୍କୁ ଗିରଫ କରାଯାଇଛି । ତରଭା ଥାନା ଅନ୍ତର୍ଗତ ମେଣ୍ଢା ଫାଣ୍ଡି ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡିକୁ ପୁଲିସ ଗୋଡାଇ ଗୋଡାଇ ଧରିବା ସହ ପ୍ରାୟ ୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା ହେବ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କଣ୍ଟାପୋଲରୁ ଏକ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌କୁ ପୁଲିସ ପିଛା କରି କରି ଏହାକୁ କାବୁ କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking