18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର: ଟଳିଲେ ୯ ମାଓବାଦୀ

ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର: ଟଳିଲେ ୯ ମାଓବାଦୀ

ଛତିଶଗଡ: ସୁରକ୍ଷାବାହିନୀଙ୍କୁ ମିଳିଲା ବଡ ସଫଳତା । ଛତିଶଗଡ ଦାନ୍ତେୱାଡାରେ ବଡଧରଣର ଏନକାଉଣ୍ଟର । ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଗୁଳିରେ ୯ ମାଓବାଦୀ ନିହତ ହୋଇଛନ୍ତି । ସୂଚନା ମୁତାବକ ଦାନ୍ତେୱାଡା ଓ ବିଜାପୁର ମଧ୍ୟରେ ଗୁଳିବିନିମୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି । । ଅନ୍ୟପଟେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଡିଆରଜି , ସିଆରପିଏଫ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking