35.1 C
Bhubaneswar
Tuesday, March 3, 2026
Homeଓଡିଶା୯ କୋଟିର ଗଞ୍ଜେଇ ଜବତ : ବନ୍ଧା ହେଲେ ମହିଳା

୯ କୋଟିର ଗଞ୍ଜେଇ ଜବତ : ବନ୍ଧା ହେଲେ ମହିଳା

ଭୁବନେଶ୍ୱର : ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମହିଳା ।  ହଠାତ ଧରିଦେଲେ କଷ୍ଟମ ବିଭାଗ ଅଧିକାରୀ । ଏପରି ଏକ ଘଟଣା ଗତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଘଟିଛି। ଗୋଟିଏ ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଆଣୁଥିଲେ ସଂପୃକ୍ତ ମହିଳା। ତେବେ ମହିଳାଙ୍କ ବ୍ୟାଗ୍ ସର୍ଚ୍ଚ ବେଳେ ଏସବୁ ପାଇଥିଲା କଷ୍ଟମ୍ସ ବିଭାଗ। ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking