20.1 C
Bhubaneswar
Saturday, December 6, 2025
Homeଓଡିଶା୮ ଲକ୍ଷ ଆତ୍ମସାତ: ପୂର୍ବତନ ପାକ୍ସ ସଂପାଦକ ଗିରଫ

୮ ଲକ୍ଷ ଆତ୍ମସାତ: ପୂର୍ବତନ ପାକ୍ସ ସଂପାଦକ ଗିରଫ

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ ବ୍ଲକ ପଣ୍ଡାମୁଣ୍ଡା ପାକ୍ସର ପୂର୍ବତନ ମୁଖ୍ୟ ଗିରଫ। ପଣ୍ଡାମୁଣ୍ଡା ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ବ୍ଲକ୍ ଅନ୍ତର୍ଗତ ପାଣ୍ଡମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ପୂର୍ବତନ ସଂପାଦକ କୁଶଧ୍ବଜା ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ୮ ଲକ୍ଷ ୩୪ ହଜାର ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହୋଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥ ଆତ୍ମସାତ କରିଥିଲେଗିରଫ ପରେ ତାଙ୍କୁ ବର୍ତ୍ତମାନ ବଲାଙ୍ଗୀର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking